ପୁରୀ: କଣାସ ଅଞ୍ଚଳରେ ରକ୍ତର ହୋଲି। ଗଡ଼ିଶାଗଦା ଜାଗୁଲାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ। ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ରାଜନୈତିକ ଶତ୍ରୁତା ଅନୁମାନ। By Sambad Digital On Mar 19, 2022 ସେୟାର