ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମହାପ୍ରଭୁଙ୍କୁ କଲେ ଦର୍ଶନ। ମନ୍ଦିର ପରିସରରେ ୪୫ ମିନିଟ ରହି ମା‘ ବିମଳା ଓ ମା’ ଲକ୍ଷ୍ମୀଙ୍କ ମଧ୍ୟ କରିବେ ଦର୍ଶନ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା।

ସମ୍ବନ୍ଧିତ ଖବର