ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ବାର ସାମ୍ନାରେ ଦାଦାବଟି ପାଇଁ ଦାଦାଗିରି। ଦାଦାବଟି ନମିଳିବାରୁ‌ ଦୋକାନୀଙ୍କୁ ଆକ୍ରମଣ କଲେ ୨ ଦୁର୍ବୃତ୍ତ। ଘଟଣାସ୍ଥଳରେ ସିଂହଦ୍ବାର ଥାନା ପୁଲିସ୍‌ର ଛାନ୍‌ଭିନ୍‌।

ସମ୍ବନ୍ଧିତ ଖବର