breaking ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ। ସର୍ତ୍ତମୂଳକ ଜାମିନ ଦେଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ପ୍ରମାଣ ନଷ୍ଟ ନ କରିବା ପାଇଁ ସର୍ତ୍ତ ରଖିଛନ୍ତି କୋର୍ଟ। ୬୦ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରି ନ ପାରିବାରୁ ଜାମିନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ। by Mahendra Sahu Updated 18 Apr 2022 18:23 IST Link copied! Copy failed! by Mahendra Sahu Updated 18 Apr 2022 18:23 IST Link copied! Copy failed!