breakingପୌର ନିର୍ବାଚନ ନେଇ ବାଟ ଫିଟିଲା। ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ ୨୦୨୧ ପାରିତ ହେବା ପରେ ଏଇ ବାଟ ଫିଟିଛି। ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ।byMahendra SahubyMahendra Sahu 07 Sep 2021 17:32 IST Link copied!Copy failed!byMahendra SahubyMahendra Sahu 07 Sep 2021 17:32 IST Link copied!Copy failed!