ବଲାଙ୍ଗୀର: କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼। ସଇଁତଳା କରମତଲା ନିକଟରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିବା ସୂଚନା। By Sambad Digital On Feb 10, 2022 ସେୟାର