ବାଲେଶ୍ବର: ଶାଳବଣି ନିକଟ ପଟି ଗୋଦାମରେ ଅଗ୍ନିକାଣ୍ଡ। ବାଲେଶ୍ବରରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କଲା। ଜାତୀୟ ରାଜପଥରେ ଅଟକିଲା ଶତାଧିକ ଯାନବାହନ।

ସମ୍ବନ୍ଧିତ ଖବର