breaking ବିଜୁଳି ଦର ନ ବଢ଼ାଇବାକୁ କମିସନ ନିକଟରେ ନିବେଦନ କଲା ବିଦ୍ୟୁତ୍ ବିଭାଗ। ଓଇଆରସିର ଶୁଣାଣି ବେଳେ ବିଦ୍ୟୁତ୍ ବିଭାଗର ଯୁକ୍ତି। ଏଟିସି କ୍ଷତିକୁ କମ କରିବାକୁ ବିତରକ କଂପାନିମାନଙ୍କୁ କୁହାଯାଉ। ଏହା ଦ୍ବାରା ଗ୍ରାହକମାନଙ୍କୁ କମ୍ ଦରରେ ବିଜୁଳି ମିଳିପାରିବ। by Mahendra Sahu Updated 19 Feb 2022 19:26 IST Link copied! Copy failed! by Mahendra Sahu Updated 19 Feb 2022 19:26 IST Link copied! Copy failed!