ଭଣ୍ଡାରୀପୋଖରି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଜେରା କଲା ଇଡି। ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କହିଲେ- ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।

ସମ୍ବନ୍ଧିତ ଖବର