ଭୁ‌ବନେଶ୍ବର: ଆସନ୍ତା ୧୭ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ରାଜଧାନୀ ଭୁବନେଶ୍ବର, କଟକ ଜିଲ୍ଲା କିଶନ ନଗର ଓ ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ ପ୍ରଚାର କରିବେ।

ସମ୍ବନ୍ଧିତ ଖବର