ଭୁବନେଶ୍ବର ଘରୋଇ ହସ୍ପିଟାଲରୁ ବାହାରିଲେ ଚିଲିକା ବିଧାୟକ ଜଗଦ୍ଦେବ। ସ୍ବତନ୍ତ୍ର ପୁଲିସ ଟିମ୍ ତତ୍ତ୍ବାବଧାନରେ ହସ୍ପିଟାଲରୁ ସ୍ଥାନାନ୍ତରଣ। କୋର୍ଟରେ ହାଜର ପରେ ଜେଲ ଯିବେ ବାହୁବଳୀ ବିଧାୟକ। By Sambad Digital On Mar 22, 2022 ସେୟାର