ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ପ୍ରାଣୀ ଉଦ୍ୟାନକୁ ମିଜୋରାମର ଆଇଜଲ ଚିଡିଆଖାନାରୁ ଆସିଲେ ୫ଟି ପ୍ରଜାତିର ୧୮ଟି ଜୀବ। ଦର୍ଶକ ଦେଖିବେ ହିମାଳୟ କଳାଭାଲୁ, ଏସିଆ ମାଟିଆ କଇଁଛ, ଆସାମ ମାଙ୍କଡ଼, ଷ୍ଟମ୍ପଟେଲ୍ର ମାଙ୍କଡ଼ ଓ ଜଙ୍ଗଲୀ କୁକୁର। ପ୍ରତଦିବଳରେ ମିଜୋରାମକୁ ଦିଆଯିବ ୫ଟି ଦେଶୀ ମୟୂର।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)