ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ପ୍ରାଣୀ ଉଦ୍ୟାନକୁ ମିଜୋରାମର ଆଇଜଲ ଚିଡିଆଖାନାରୁ ଆସିଲେ ୫ଟି ପ୍ରଜାତିର ୧୮ଟି ଜୀବ। ଦର୍ଶକ ଦେଖିବେ ହିମାଳୟ କଳାଭାଲୁ, ଏସିଆ ମାଟିଆ କଇଁଛ, ଆସାମ ମାଙ୍କଡ଼, ଷ୍ଟମ୍ପଟେଲ୍‌ର ମାଙ୍କଡ଼ ଓ ଜଙ୍ଗଲୀ କୁକୁର। ପ୍ରତଦିବଳରେ ମିଜୋରାମକୁ ଦିଆଯିବ ୫ଟି ଦେଶୀ ମୟୂର।

ସମ୍ବନ୍ଧିତ ଖବର