Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ପୂର୍ବବର୍ତ୍ତୀ ଖବର
ବାତ୍ୟା ପାଇଁ ଗଂଜାମ ଜିଲ୍ଲାରେ ଡିସେମ୍ବର ୩ ତାରିଖ ସମସ୍ତ ସ୍କୁଲ ବନ୍ଦ। ଜିିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା।
ପରବର୍ତ୍ତୀ ଖବର
ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ସୂଚନା। ୨୨କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରିବ। ସ୍ଥଳଭାଗ ଅତିିକ୍ରମ ସମୟରେ ପବନର ବେଗ ଘଣ୍ଟା ପିଛା ୮୦କିମି ରହିବ। ପୁରୀ ନିକଟରେ ବାତ୍ୟା ସ୍ଥଳ ଭାଗ ଛୁଇଁବା ସମ୍ଭାବନା। କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା। ୫ ତାରିଖ ରାତିି ୧୧ଟା ବେଳକୁ ପବବନର ବେଗ ୬୫କିମିି ରହିବ।
ସୁନ୍ଦରଗଡ଼: ୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ…
କନ୍ଧମାଳ: ଟିକାବାଲି ଥାନା ଅଞ୍ଚଳରେ ବୃଦ୍ଧା ମା’ଙ୍କୁ ହତ୍ୟା କରି ଘର ଭିତରେ ଜାଳିଦେଲା ପୁଅ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧିନ ଶଙ୍କରପଲା ଗାଁରେ ବୀଭତ୍ସ ହତ୍ୟା। ମା’ ସହିତ ଶିଶୁ ଓ ଜଣେ…
ମଝି ଚିଲିକାରେ ଫସିଲେ ୬୦ ଯାତ୍ରୀ; ପହଞ୍ଚିଲାନି ପ୍ରଶାସନ, ଉଦ୍ଧାର କଲେ ମତ୍ସ୍ୟଜୀବୀ
ସ୍କ୍ରବ୍ ଟାଇଫସ୍: ବରଗଡ଼ରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ସିଡିଏମ୍ଓ, ଅନ୍ୟ ସ୍ବାସ୍ଥ୍ୟ…
ବରଗଡ଼: ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ, ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି।
ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲା କୁନୁର ନିକଟରେ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଆଠ…
ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ। ଦାବି ପୂରଣ ନେଇ ସରକାର ମାଗିଲେ ମହଲତ। ଆସନ୍ତା…