ଭୁବନେଶ୍ବର: ରାଜ୍ୟର ୨୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ। ୪୩.୨ ଡିଗ୍ରି ସହ ଭୁବନେଶ୍ବର ଓ ନୂଆପଡ଼ା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର। ୧୧ ସହରର ତାପମାତ୍ରା ୪୨ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ସୂଚନା।

ସମ୍ବନ୍ଧିତ ଖବର