ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ। ଭୁବନେଶ୍ବର ମହାନଗର ନିଗମ ଦେଲା ଅନୁମତି। ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍‌ ବୟସ୍କଙ୍କୁ ବାରଣ। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ପ୍ରବେଶ ମନା, ଆଡ଼କାଠ ଠାରେ ଦର୍ଶନ କରିବେ।

ସମ୍ବନ୍ଧିତ ଖବର