ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଚଳିତ ବର୍ଷ ଜୁଲାଇ ମାସରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି; ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା , ଅକ୍ଟୋବର ମାସ ଦରମାରେ ମିଳିବ ଏହି ବର୍ଦ୍ଧିତ ଭତ୍ତା, ଉପକୃତ ହେବେ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ By Sambad Digital Last updated Oct 8, 2021 ସେୟାର