ଭୁବନେଶ୍ୱରରୁ ଆଜି ୨୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ସଂଗରୋଧରୁ ୩୫ ଓ ସ୍ଥାନୀୟ ଅଂଚଳରୁ ୨୧୧ ସଂକ୍ରମିତ । ସୁସ୍ଥ ହେଲେ ୫୫୧ ଆକ୍ରାନ୍ତ । ବିଏମ୍‌ସି ପକ୍ଷରୁ ଟୁଇଟ ଜରିଆରେ ସୂଚନା ।

ସମ୍ବନ୍ଧିତ ଖବର