ଭୁବନେଶ୍ୱର ଅଂଚଳରେ ପୂଜା ପାଇଁ ମାର୍ଗଦର୍ଶିକା ଜାରି। କୋଭିଡ କଟକଣା ମଧ୍ୟରେ ହେବ ପୂଜାର୍ଚ୍ଚନା। ମାସ୍କ-ସାନିଟାଇଜର-ସାମାଜିକ ଦୂରତା ବାଧ୍ୟତାମୂଳକ। ତିନି ପାଖରୁ ପୂଜା ମଣ୍ଡପ ହେବ କଭର। ପୂଜାରେ ସାଧାରଣ ଭକ୍ତ ଓ ଜନସାଧାରଣଙ୍କୁ ମନା।

ସମ୍ବନ୍ଧିତ ଖବର