breaking ଭୁବନେଶ୍ୱର: ଅସୁସ୍ଥ ବିମାନଯାତ୍ରୀ ଡାକ୍ତରଖାନାରେ ମୃତ। ଜଣେ ଯାତ୍ରୀ ଅସୁସ୍ଥ ହେବା ପରେ କୋଲକାତାରୁ ହାଇଦ୍ରାବାଦ୍ ଯାଉଥିବା ବିମାନ ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କରିଥିଲା। ଯାତ୍ରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କଲେ ଡାକ୍ତର। by Mahendra Sahu Updated 30 Sep 2021 20:19 IST Link copied! Copy failed! by Mahendra Sahu Updated 30 Sep 2021 20:19 IST Link copied! Copy failed!