ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ରୀୟ ସୁରକ୍ଷାବଳଙ୍କ ବାବଦରେ ରାଜ୍ୟ ଦେବାକୁ ଥିବା ଅର୍ଥ ୪୫୬୧.୨୩ କୋଟି ଟଙ୍କା ଛାଡ଼ କରିବାକୁ ନିବେଦନ କଲେ By Sambad Digital Last updated Apr 29, 2021 ସେୟାର