breakingଭୁବନେଶ୍ୱର: ଝାରପଡ଼ା ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ନେଇ ଗଣ୍ଡଗୋଳ। ପମ୍ପ କର୍ମଚାରୀ ଉପରକୁ ଗୁଳି ମାଡ କଲେ ଦୁର୍ବୃତ୍ତ। ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ଜଣେ ବ୍ୟକ୍ତିର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।bySambad BureaubySambad Bureau 28 Mar 2022 00:24 IST Link copied!Copy failed!bySambad BureaubySambad Bureau 28 Mar 2022 00:24 IST Link copied!Copy failed!