ଭୋପାଳ : ମଧ୍ୟପ୍ରଦେଶର ଦାମୋହ ବସ୍ଷ୍ଟାଣ୍ଡରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଲିଗଲା ୭ ବସ୍। । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ମୃତାହତର କୌଣସିି ସୂଚନା ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)