ଭୋପାଳ : ମଧ୍ୟପ୍ରଦେଶର ଦାମୋହ ବସ୍‌ଷ୍ଟାଣ୍ଡରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଲିଗଲା ୭ ବସ୍‌। । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ମୃତାହତର କୌଣସିି ସୂଚନା ନାହିଁ। 

ସମ୍ବନ୍ଧିତ ଖବର