Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ପୂର୍ବବର୍ତ୍ତୀ ଖବର
ଗଂଜାମ: ପାତ୍ରପୁର ବ୍ଲକରେ ଚାଷୀ ଆତ୍ମହତ୍ୟା। ବର୍ଷା ଜନିତ କ୍ଷତି ଦେଖି ଜମିରୁ ଶସ୍ୟ ଉତ୍ପାଦନ ଅସମ୍ଭବ ଦେଖି କୀଟନାଶକ ପିଇଲେ ଆତ୍ମହତ୍ୟା। ଋଣ ଭାର କେମିତି ସୁଝିବେ ଭାବି ଚିନ୍ତାରେ ଆତ୍ମହତ୍ୟା କରିଥିବା ଘର ଲୋକ କହିଛନ୍ତି। ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମର କୈଳାସ ଶବର ବୟସ ୫୫ କୀଟନାଶକ ଔଷଧ ଖାଇ ପାତ୍ରପୁର ମେଡ଼ିକାଲରେ ମୃତ୍ୟୁ।
ପରବର୍ତ୍ତୀ ଖବର
ରାଜସ୍ଥାନରୁ ୯ଜଣ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧
ଅକ୍ଟୋବର ୪ରେ ଅବସର ଗ୍ରହଣ କରିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର।…
ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ଭୁବନେଶ୍ବର ୧ନଂ ହାଟର ସବୁ ଦୋକାନ ବନ୍ଦ। ବନ୍ଦ ନିଷ୍ପତ୍ତି ନେଲା…
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ…
କଟକ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ସଂପର୍କିତ ମାମଲାର ରାୟ ଆସିଲା। ଦୁଇ ମାସ ମଧ୍ୟରେ…
ଆନନ୍ଦପୁର: ଆନନ୍ଦପୁର ଷଡ଼ଙ୍ଗୀ ଛକ ନିକଟରେ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ
ଭୁବନେଶ୍ବର: ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାୟଗଡ଼ା…
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଉ ୯ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ। ବର୍ତ୍ତମାନ ସୁଦ୍ଧା…
ନକଲି ଜାତିଗତ, ସ୍ଥାୟୀ ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରି ରାଜସ୍ବ ନିରୀକ୍ଷକ ଓ…