ମାଲକାନଗିରି: ସ୍କୁଲ ଯିବାକୁ ଘର ଲୋକେ ବାଧ୍ୟ କରିବାରୁ ବିଷ ପିଇଲା ଦଶମ ଶ୍ରେଣୀ ଛାତ୍ରୀ। ମାଲକାନଗିରି ବ୍ଲକ୍‌ ଭୀମାରାଙ୍ଗିଣି ଗାଁରେ ଅଘଟଣ ସୂଚନା। ଗତକାଲି ବିଷ ପିଇଥିଲା ଛାତ୍ରୀ। ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ।

ସମ୍ବନ୍ଧିତ ଖବର