ମାଲ ପରିବହନ କରୁଥିବା ଗାଡ଼ି ଲାଗି ଟିକସ ଦେୟ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଜାନୁଆରି-ମାର୍ଚ୍ଚ ତ୍ରୟମାସିକ ଟିକସ ଓ ଅତିରିକ୍ତ ଦେୟ ଅବଧି ବୃଦ୍ଧି। ଫେବ୍ରୁଆରି ୨୮ ତାରିଖ ଯାଏଁ ଅବଧି ବୃଦ୍ଧି।

ସମ୍ବନ୍ଧିତ ଖବର