ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଟକ ଖାନନଗରରେ ନେତାଜୀଙ୍କ ନାଁରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ୧୨ ଏକର ଜମିରେ ଟର୍ମିନାଲ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ଟର୍ମିନାଲ ପରିସରରେ ନେଜାଜୀଙ୍କ ଜୀବନୀ ସଂପର୍କିତ ଫଟୋ ସ୍ଥାନ ପାଇବ।

ସମ୍ବନ୍ଧିତ ଖବର