ଯାଜପୁର: ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ବଡ଼ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କଲେ ପଡୋଶୀ। ଜମିଜମା ବିବାଦକୁ ନେଇ ସୁକିନ୍ଦା ଥାନା କନ୍ତିରା ଗାଁରେ ନନ୍ଦ ସାର୍‌ଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ ସୂଚନା। ଥାନାରେ ମାମଲା ରୁଜୁ। ଗତ ୯ ତାରିଖରେ ଶତାୟୁ ପୁରୁଷ ନନ୍ଦ କିଶୋର ପୁଷ୍ଟି ହୋଇଥିଲେ ସମ୍ମାନିତ।

ସମ୍ବନ୍ଧିତ ଖବର