breaking ରାଉରକେଲାରେ ବିଷାକ୍ତ ଗ୍ୟାସରେ ୪ ଜଣଙ୍କ ମୃତ୍ୟୁ ଘଟଣା: ୨ ଡିଜିଏମ୍ ପାହ୍ୟା ଅଧିକାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଇଏମ୍ଡି ବିଭାଗର ଗୋପବନ୍ଧୁ ବାରିକ୍। ସିସିଡି ମେକାନିକାଲର ନବେନ୍ଦୁ ଦାଶଙ୍କୁ ମଧ୍ୟ ନିଲମ୍ବନ କଲେ କର୍ତ୍ତୃପକ୍ଷ। by Mahendra Sahu Updated 06 Jan 2021 16:53 IST Link copied! Copy failed! by Mahendra Sahu Updated 06 Jan 2021 16:53 IST Link copied! Copy failed!