ରାଜ୍ୟରେ କରୋନା ସ୍ଥିତି: ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ଅଧିକ। ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ସୁସ୍ଥ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା।

ସମ୍ବନ୍ଧିତ ଖବର