ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ ପ୍ରସ୍ତାବ ଉପରେ ମୋହର। ଗୋପାଳପୁରରେ ହେବ ଶିଳ୍ପ କରିଡର। ଚୌଦ୍ୱାର ଓ ସମ୍ବଲପୁରରେ ହେବ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍। ଜଟଣୀ ଓ ଭୁବନେଶ୍ବର ତହସିଲରେ ଭୂମିହୀନଙ୍କୁ ମିଳିବ ସ୍ଥାୟୀ ପଟ୍ଟା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)