breaking ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପେନ୍ସନ୍ ଅଦାଲତ ବ୍ୟବସ୍ଥା। ପେନ୍ସନ୍ ପାଇନଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ଅଦାଲତ। ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅଭିଯୋଗର ହେବ ବିଚାର। ଏପ୍ରିଲ ୮ରୁ ୩୦ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଅଭିଯୋଗ ଗ୍ରହଣ। by Mahendra Sahu by Mahendra Sahu 07 Apr 2021 17:44 IST Link copied! Copy failed! by Mahendra Sahu by Mahendra Sahu 07 Apr 2021 17:44 IST Link copied! Copy failed!