ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ। କାରଣ ଖୋଜିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ଆରଏମ୍‌ଆରସିକୁ ଦେଲେ ନିର୍ଦ୍ଦେଶ। ପାନୀୟ ଜଳ ଯୋଗାଇବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ।

ସମ୍ବନ୍ଧିତ ଖବର