ଶିଶୁ ଅଧିକାର ଆଇନ ଉଲ୍ଲଂଘନ କରି ଫସିଲେ ବାଲିପାଟଣା ଥାନା ଅଧିକାରୀ । ଚାଇଲ୍ଡ ଲାଇନ୍ ପକ୍ଷରୁ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଖରେ ଦାୟର ହେଲା ଆଉ ଏକ ଆବେଦନ। ଆଇନ୍ ଅନୁଯାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।

ସମ୍ବନ୍ଧିତ ଖବର