ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର ଚାଲିବ ଟ୍ରେନ୍‌। ନୂଆ ରେଳଲାଇନ୍‌ ନେଇ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ। ପୁରୀରୁ କୋଣାର୍କ ଟ୍ରେନ୍‌ ଚଳାଚଳ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ସମ୍ବନ୍ଧିତ ଖବର