breaking ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଲେଜର ସ୍କାନିଂକୁ ଅନୁମତି। ଏଏସ୍ଆଇକୁ ଅନୁମତି ଦିଆଯାଇଛି। ସୁବିଧା ଦେଖି କରାଯିବ। ଉଚ୍ଚ ସ୍ତରୀୟ କମିଟି ଗଠନ ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଲେଜର ସ୍କାନିଂ ପରେ ଆମେ ଆଗକୁ ବଢ଼ିବୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସୂଚନା। by Mahendra Sahu Updated 04 Nov 2023 15:43 IST Link copied! Copy failed! by Mahendra Sahu Updated 04 Nov 2023 15:43 IST Link copied! Copy failed!