ସମ୍ବଲପୁର: ମହାନଦୀରେ ଶୁଖିଯାଇଥିବା ଘାସରେ ନିଆଁ ଲାଗିଲା। ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗର ଉଦ୍ୟମ। ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ ନିିକଟରେ ଲାଗିଛି ନିଆଁ।

ସମ୍ବନ୍ଧିତ ଖବର