ସମ୍ବଲପୁର ସହରରେ ବିପୁଳ ପରିମାଣରେ ନକଲି ଡିଟରଜେଣ୍ଟ ଜବତ। କ୍ଷେତରାଜପୁର ଓ ଅଇଁଠାପାଲି ଥାନାର ଗୋଟିଏ ଦୋକାନ ଓ ଗୋଦାମରେ ଚଢ଼ାଉ। ୨୪୩ ବସ୍ତା ନକଲି ଡିଟରଜେଣ୍ଟ ଜବତ ଓ ୨ ଅଟକ।

ସମ୍ବନ୍ଧିତ ଖବର