breaking ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର। ଆଗାମୀ କ୍ୟାବିନେଟ୍ ବୈଠକରେ ଉପସ୍ଥାପନା ହେବ ରିପୋର୍ଟ। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି। by Mahendra Sahu Updated 19 Jun 2024 17:28 IST Link copied! Copy failed! by Mahendra Sahu Updated 19 Jun 2024 17:28 IST Link copied! Copy failed!