breakingସେପ୍ଟେମ୍ବର ୧ ତାରିଖ ଠାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର। କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁ କରିବେ ଦର୍ଶନ। କୋଭିଡ-୧୯ର ୨ ଡୋଜ୍ ନେଇଥିବା ଭକ୍ତ ମନ୍ଦିରକୁ କରିପାରିବେ ପ୍ରବେଶ। କୋଭିଡ କଟକଣା କଡ଼ାକଡ଼ି କରିବାକୁ ପ୍ରଶାସନର ନିର୍ଦ୍ଦେଶ। ଗର୍ଭଗୃହ ଭିତରକୁ ପ୍ରବେଶ ମନା।byMahendra SahubyMahendra Sahu 18 Aug 2021 22:05 IST Link copied!Copy failed!byMahendra SahubyMahendra Sahu 18 Aug 2021 22:05 IST Link copied!Copy failed!