ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲଗାଇଲେ ରାଜ୍ୟ ସରକାର। ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି। ଆଜିଠାରୁ ୬ ମାସ ପାଇଁ ଲାଗୁ ହେଲା ଏସ୍‌ମା। ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏସ୍‌ମା ଲାଗୁ ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

ସମ୍ବନ୍ଧିତ ଖବର