୧୪ ଜଣ ଆଇଏଏସ୍ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର। ଅନୁ ଗର୍ଗ ଓ ତିରୁମାଲା ନାୟକଙ୍କୁ ଭୁବନେଶ୍ବର ସହର ଦାୟିତ୍ବ। ବାଲେଶ୍ବର ଓ ଭଦ୍ରକ ଦାୟିତ୍ବରେ ମଧୁସୂଦନ ପାଢ଼ୀ। ବଲାଙ୍ଗୀର, ବରଗଡ଼, ନୂଆପଡ଼ା ପାଇଁ ୨ ଆଇଏଏସ୍ ପର୍ଯ୍ୟବେକ୍ଷକ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିକୁଂଜ ବିହାରୀ ଧଳ ପର୍ଯ୍ୟବେକ୍ଷକ। କୋଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)