ଇଓଡବ୍ଲୁ ନାଁରେ ଠକେଇ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ। ବିଜୟ ୨ ଠକ ହେଲେ ବିଜୟାନନ୍ଦ ଚୌଧୁରୀ ଓ ଚନ୍ଦନ ଆକାଶ ମହାନ୍ତି। ମିଛ ଓ୍ଵାର୍କ ଅର୍ଡର ଦେଇ ୩ କୋଟି ଟଙ୍କା ଠକି ଥିଲେ ୨ ଠକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)