breaking ଓଡ଼ିଶାର ଘରୋଇ ହସ୍ପିଟାଲ୍ରେ ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର। ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା। ରାଜ୍ୟର ୧୮୩ଟି ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା। ୬୦ ବର୍ଷରୁ ଅଧିକ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା। by Mahendra Sahu Updated 26 Feb 2021 18:04 IST Link copied! Copy failed! by Mahendra Sahu Updated 26 Feb 2021 18:04 IST Link copied! Copy failed!