breakingକଟକ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡ଼ିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ: ଆସନ୍ତା ୨୫ ତାରିଖରେ ହାଇକୋର୍ଟ ଖୋଲିବ। ଏହି ଅବକାଶ ସମୟରେ ଅକ୍ଟୋବର ୧୧,୧୮ ଓ ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ଶୁଣାଣି କରିବେbySibasankar OjhabySibasankar Ojha 08 Oct 2021 13:02 IST Link copied!Copy failed!bySibasankar OjhabySibasankar Ojha 08 Oct 2021 13:02 IST Link copied!Copy failed!