breaking କଟକ: ଆସନ୍ତାକାଲି ଠାରୁ କଟକରେ କଡାକଡ଼ି ହେବ ମାସ୍କ ଚେକିଂ। ୨ଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କଲା କଟକ ମହାନଗର ନିଗମ। ବିଭିନ୍ନ ଜନଗହଳି ସ୍ଥାନରେ ମାସ୍କ ଚେକିଂ କଡ଼ାକଡ଼ି ହେବ। ସିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା। by Mahendra Sahu Updated 21 Feb 2021 19:55 IST Link copied! Copy failed! by Mahendra Sahu Updated 21 Feb 2021 19:55 IST Link copied! Copy failed!