breaking କନ୍ଧମାଳ: ରାଇକିଆ ଡାକ୍ତରଖାନାରେ ୨୪ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ। ପୁଲିସ ଓ ମୃତକଙ୍କ ପରିବାର ଲୋକ ନିଜ ନିଜ ଜିଦ୍ରେ ଅଟଳ। ସ୍ୱାଭାବିକ ମୃତ୍ୟୁ କହି ପୋଷ୍ଟମର୍ଟମକୁ ବିରୋଧ କରିଛନ୍ତି ପରିବାର। ପରିବାର ଲୋକଙ୍କ ସହଯୋଗ ନମିଳିବାରୁ ହୋଇପାରୁନି ପୋଷ୍ଟମର୍ଟମ। by Mahendra Sahu Updated 31 Dec 2021 15:28 IST Link copied! Copy failed! by Mahendra Sahu Updated 31 Dec 2021 15:28 IST Link copied! Copy failed!