breakingକରୋନା ଟିକା: ହାଇ ରିକ୍ସ ଗ୍ରୁପକୁ ପ୍ରାଥମିକତା। ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ଏସିଏସ୍ଙ୍କ ଚିଠି। ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବା ନେଇ ଚିଠି। ହାଇ ରିସ୍କ ଗ୍ରୁପରେ ଥିବା ୪୫ରୁ ଅଧିକ ଲୋକଙ୍କୁ ପ୍ରାଥମିକତା। ଏପ୍ରିଲ୧ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଆରମ୍ଭ ହେବ।byMahendra SahubyMahendra Sahu 30 Mar 2021 20:34 IST Link copied!Copy failed!byMahendra SahubyMahendra Sahu 30 Mar 2021 20:34 IST Link copied!Copy failed!