breaking କରୋନା: ମାର୍ଚ୍ଚ ପାଇଁ ଗାଇଡ଼ଲାଇନ୍ ଜାରି କଲେ ରାଜ୍ୟ ସରକାର। ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦୦ ଜଣ ସାମିଲ ଅନୁମତି। ଆବଶ୍ୟକ ହେଲେ ଅବରୋଧ ଅଂଚଳ ଘୋଷଣା ହୋଇପାରିବ। ସର୍ବାଧିକ ୨୦୦୦ ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ହୋଇପାରିବ। by Mahendra Sahu Updated 27 Feb 2021 18:00 IST Link copied! Copy failed! by Mahendra Sahu Updated 27 Feb 2021 18:00 IST Link copied! Copy failed!